fbpx

ବଡ଼ ଖବର, ବାତ୍ୟାର ରୂପ ନେଲା ଆମ୍ଫାନ୍

ଭୁବନେଶ୍ୱର, ୧୬।୫(ଓଡ଼ିଶା ଭାସ୍କର): ବାତ୍ୟାର ରୂପ ନେଲା ଆମ୍ଫାନ୍। ଗଭୀର ଅବପାତରୁ ବାତ୍ୟାରେ ପରିଣତ ହେଲା ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ। ଆଗାମୀ ୧୨ ଘଣ୍ଟାରେ ତୀବ୍ର ସାମୁଦ୍ରିକ ଘୂର୍ଣ୍ଣିଝଡର ରୂପ ନେବାର ସମ୍ଭାବନା ରହିଛି। କିନ୍ତୁ ଏହାର ପ୍ରଭାବ ଓଡ଼ିଶାରେ ପଡିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଅନ୍ୟପଟେ ରାଜ୍ୟ ସରକାର ବାତ୍ୟା ର ସମୀକ୍ଷା କରି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

Get real time updates directly on you device, subscribe now.