fbpx

ମିଜୋରାମ ପରେ ଲକଡାଉନ ବଢାଇଲା ଏହି ରାଜ୍ୟ

ପଞ୍ଜାବ, ୧୬/୫: କରୋନା ଭାଇରସ୍ ସତର୍କତା ପାଇଁ ଦେଶବ୍ୟାପୀ ଲକଡାଉନ ରହିଛି । ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଲକଡାଉନ ମେ ୧୭ ଯାଏଁ ରହିିବ ବୋଲି ଘୋଷଣା ହୋଇଥିଲା । ଏହାରି ମଧ୍ୟରେ ଗତକାଲି ମିଜୋରାମ ସରକାର ଲକଡାଉନ ଅବଧିକୁ ମେ ୩୧ଯାଏଁ ବୃଦ୍ଧି କରିିଥିଲେ। ମିଜୋରାମ ପରେ ପରେ ଆଜି ପଞ୍ଜାବ ସରକାର ମଧ୍ୟ ଲକଡାଉନକୁ ମେ ୩୧ଯାଏଁ ବୃଦ୍ଧି କରିଛନ୍ତିି। କିନ୍ତୁ ଏଠାରେ ସରକାର କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।

Get real time updates directly on you device, subscribe now.