fbpx

ଘୁଞ୍ଚିଲା ମହାନଦୀ ମାମଲାର ଶୁଣାଣୀ

ନୂଆଦିଲ୍ଲୀ, ୯ା୫: ପୁଣିଥରେ ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । କରୋନାକୁ ଦୃଷ୍ଟିରେ ରଖି ଓ ଲକ ଡାଉନ ପାଇଁ ଟ୍ରିବ୍ୟୁନାଲରେ ପୁଣିଥରେ ଶୁଣାଣି ଘୁଞ୍ଚିଛି । ଜୁଲାଇ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.