-
World 113,696,997
WorldConfirmed: 113,696,997Active: 21,926,514Recovered: 89,248,451Death: 2,522,032 -
USA 29,059,531
USAConfirmed: 29,059,531Active: 9,101,432Recovered: 19,437,119Death: 520,980 -
India 11,068,521
IndiaConfirmed: 11,068,521Active: 157,134Recovered: 10,754,497Death: 156,890 -
Brazil 10,393,886
BrazilConfirmed: 10,393,886Active: 818,529Recovered: 9,323,696Death: 251,661 -
Russia 4,223,186
RussiaConfirmed: 4,223,186Active: 354,496Recovered: 3,783,386Death: 85,304 -
UK 4,154,562
UKConfirmed: 4,154,562Active: 1,305,026Recovered: 2,727,466Death: 122,070 -
Italy 2,868,435
ItalyConfirmed: 2,868,435Active: 396,143Recovered: 2,375,318Death: 96,974 -
Turkey 2,674,766
TurkeyConfirmed: 2,674,766Active: 99,905Recovered: 2,546,503Death: 28,358 -
Germany 2,429,789
GermanyConfirmed: 2,429,789Active: 123,933Recovered: 2,235,700Death: 70,156 -
Pakistan 577,482
PakistanConfirmed: 577,482Active: 22,285Recovered: 542,393Death: 12,804 -
China 89,877
ChinaConfirmed: 89,877Active: 244Recovered: 84,997Death: 4,636
ସୁନ୍ଦରଗଡ଼, ୨୭ା୧ (ଓଡିଶା ଭାସ୍କର): ସୁନ୍ଦରଗଡ଼ ଜିଲ୍ଲା ମହୁଲପାଲି ଲ୍ୟାମ୍ପ ଏମଡି ବିକାଶ ଅମାତ ନିଲମ୍ବିତ ହୋଇଛନ୍ତି । ତେବେ ଧାନକିଣାରେ ଅନିୟମିତତା ଅଭିଯୋଗରେ ବିକାଶଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି । ମହୁଲପାଲି ଲ୍ୟାମ୍ପ ସିଇଓ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ପୂର୍ବରୁ ଅନେକ ସମୟରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କ ଠାରୁ ଧାନ କିଣା ନେଇ ବିଭିନ୍ନ ପ୍ରକାର ଅନିୟମିତାତା କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଆସୁଥିଲା ।
Comments are closed.