fbpx

Video; ପୋଲିସ ହାତରେ ମଜନୁର ମୋବାଇଲ୍, ମୋବାଇଲରୁ ବାହାରିଲା ଗଦା ଗଦା ଭିଡ଼ିଓ, ୬୨ ଜଣ ମହିଳାଙ୍କ ସହ କାଟିଛି ରାତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୋଲିସ ହାତରେ ମଜନୁର ମୋବାଇଲ୍, ମୋବାଇଲରୁ ବାହାରିଲା ଗଦା ଗଦା ଭିଡ଼ିଓ ୬୦ ଜଣ ମହିଳାଙ୍କ ସହ ରାତି କାଟିଛି । ସାମ୍ବାଦିକ ଅଶ୍ଚର୍ଯ୍ୟ, ପୋଲିସ ବି ଆଶ୍ଚର୍ଯ୍ୟ, ଖବର ଶୁଣି ଲୋକେ ବି ଆଶ୍ଚର୍ଯ୍ୟ । ୫ ଜଣଙ୍କୁ ବିବାହର ପ୍ରତିଶ୍ରୁତି ସହ ୪୯ ଟି ପ୍ରେମିକା ଜଣା ପଡ଼ିଥିଲା କିନ୍ତୁ ଏବେ ପୁଣି ଜଣା ପଡ଼ିଲା ଏହି ବାବୁଙ୍କର ୬୦ରୁ ଉର୍ଦ୍ଧ୍ୱ ପେମିକା ।

ଯାହାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ସେମାନଙ୍କର ଗଦା ଗଦା ଭିଡ଼ିଓ ନିଜ ମୋବାଇଲରେ ରଖିଛି । ଆଉ ଏହି ମଜୁନରୁ ମୋବାଲ ଘଣ୍ଟିଲା ପରେ ପୋଲିସର ମୁଣ୍ଡ ବୁଲାଇଲା । ୫ ଜଣଙ୍କୁ ବାହା ହୋଇଛି ୬୦ ଜଣଙ୍କୁ ପ୍ରେମୀକା ବନାଇ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେବା ସହ ଦେହ ସୁଖ ଆଉ ସେହି ମୁହୁର୍ତର ଭିଡ଼ିଓ ବନାଇଛି । ଯାହାକି ସବୁ ନିଜ ମୋବାଇଲରେ ସେଭ୍ କରି ରଖିଛି ।

Get real time updates directly on you device, subscribe now.