fbpx

କରୋନାକୁ ହରାଇଲେ ମଲାଇକା ଅରୋରା

ମୁମ୍ବାଇ, ୨୦ା୯: କରୋନାକୁ ହରାଇଛନ୍ତି ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋରା । କରୋନାରୁ ସୁସ୍ଥ ହୋଇଥିବା ନେଇ ସେ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ଏହାସହ ସେ ତାଙ୍କ ଫ୍ୟାନ୍ସ , ସାଙ୍ଗସାଥୀ ଓ ପରିବାର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । କିଛି ଦିନ ପୂର୍ବେ କରୋନାରେ ସେ ଆକ୍ରାନ୍ତ ହୋଇଥିବା ବେଳେ ସେ ଆଜି ସୁସ୍ଥ ହୋଇଛନ୍ତି । ଏହାସହ ସେ ବହୁତ ଦିନ ପରେ ରୁମରୁ ବାହାରିଛନ୍ତି ଓ ଏହାସହ ଏକ ମାସ୍କ ପିନ୍ଧା ଫଟୋ ତାଙ୍କର ସେୟାର କରିଛନ୍ତିି ।

Get real time updates directly on you device, subscribe now.