fbpx
BSKY
BJD SHG SKY
BJD YOUTH SKY

ସ୍ତ୍ରୀ ଝଗଡା ସହି ନପାରି ପୋଖରୀକୁ ଡେଇଁଲେ ଯୁବକ

କେଉଁଝର: ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗିବାରୁ ପୋଖରୀ କୁ ଡେଇଁଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି କେଉଁଝର ଟାଉନଥାନା ଶିରିପୁର ଗାଁରେ । କୌଣସି କଥାକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିଥିଲା । ହଠାତ ଝଗଡା ମଝିରେ ଯୁବକ ଜଣକ ପୋଖରୀକୁ ଡେଇଁ ପଡିଥିଲେ । ଏହା ପରେ ଘଠଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।ବର୍ତ୍ତମାନ ସୁଦ୍ଧା ଯୁବକ ଜଣକ ନିଖୋଜ ଅଛନ୍ତି ।

ବର୍ତ୍ତମାନ ସମୟରେ ଛୋଟ ଛୋଟ ବଚସାରୁ ଲୋକମାନେ ଚରମ ନିଷ୍ପତ୍ତି ନେଉଛନ୍ତି । ଯାହାର ପରିଣାମ ଶେଷରେ ତାଙ୍କୁ ତାଙ୍କର ଜୀବନ ହାରିବାକୁ ପଡୁଛି ।

Get real time updates directly on you device, subscribe now.