fbpx

ଆଜି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୧ରେ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ସଂବୋଧିତ କରିବେ । ମାର୍ଚ୍ଚ ୩ ତାରିଖରେ ଲକ ଡାଉନ ଅବଧି ଶେଷ ହେବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ମନ କି ବାତରେ ଲକ ଡାଉନ ଅବଧି ନେଇ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ମିଳିବା ନେଇ ଦେଶବାସୀଙ୍କ ମନରେ ଉକ୍ରଣ୍ଠା ରହିଛି । ସେହିପରି ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଠିକ ତାର ଦିନକ ପୂର୍ବରୁ ମନ କି ବାତର ଯଥେଷ୍ଠ ଗୁରୁତ୍ୱ ରହିଛି ।

Get real time updates directly on you device, subscribe now.