fbpx

୩୦ ଜାନୁୟାରୀ ପୂର୍ବାହ୍ନ ୧୧.୩୦ରେ ପ୍ରସାରିତ ହେବ ‘ମନ କି ବାତ୍‌’ କାର୍ଯ୍ୟକ୍ରମ, ଦେଶବାସୀଙ୍କୁ ସମ୍ବାେଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷ ‘ମନ୍‌ କି ବାତ୍‌’ ପ୍ରଥମ ସଂସ୍କରଣ ଆସନ୍ତା ୩୦ରେ ପ୍ରସାରଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୩୦ ପୁର୍ବାହ୍ନ ସାଢ଼ ୧୧ଟାରେ ମାସିକ ରେଡିସ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୮୫ ତମ ପର୍ଯ୍ୟାୟରେ ଦେଶବାସୀଙ୍କୁ ସମ୍ବାେଧିତ କରିବେ। ଏହି
ଅବସରରେ ଗାନ୍ଧୀଜୀଙ୍କୁ ତାଙ୍କ ପୁଣ୍ୟ  ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ପରେ ପୂର୍ବାହ୍ନ ୧୧:୩୦ ରେ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆ ଯାଇଛି ।

Get real time updates directly on you device, subscribe now.