fbpx

୨ଟି ମାମଲାରେ ଦୋଷମୁକ୍ତ ହେଲେ ସବ୍ୟସାଚୀ

ଭୁବନେଶ୍ୱର: ୨ଟି ମାମଲାରେ ଦୋଷମୁକ୍ତ ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା । ୨୦୧୮ରେ ନୟାଗଡ଼ ଦଶପଲ୍ଲା ଥାନା ପୋଡ଼ି ଏବଂ ଥାନା ଅଧିକାରୀଙ୍କ ବାସଗୃହରେ ନିଆଁ ଲଗାଇବା ମାମଲାର ହେଲେ ଦୋଷମୁକ୍ତ । ଅନ୍ୟତମ ଅଭିଯୁକ୍ତ ଆଜାଦଙ୍କୁ ମଧ୍ୟ ଦୋଷମୁକ୍ତ କଲେ ଜିଲ୍ଲା ଜଜ୍ କୋର୍ଟ ।

Get real time updates directly on you device, subscribe now.