ବାହାଘର ପାଇଁ ୧୨ କୋଟିର ଡ୍ରେସ କିଣିଥିଲେ ବ୍ଳୁ ଫିଲ୍ମ ହିରୋଇନ ,ସବୁ ବିଗାଡିଲା କରୋନା ।

COVID-19 Updates
  • World 100,913,073
    World
    Confirmed: 100,913,073
    Active: 25,789,449
    Recovered: 72,954,280
    Death: 2,169,344
  • USA 26,011,222
    USA
    Confirmed: 26,011,222
    Active: 9,808,357
    Recovered: 15,767,413
    Death: 435,452
  • India 10,690,279
    India
    Confirmed: 10,690,279
    Active: 177,223
    Recovered: 10,359,305
    Death: 153,751
  • Brazil 8,936,590
    Brazil
    Confirmed: 8,936,590
    Active: 919,017
    Recovered: 7,798,655
    Death: 218,918
  • Russia 3,774,672
    Russia
    Confirmed: 3,774,672
    Active: 501,113
    Recovered: 3,202,483
    Death: 71,076
  • UK 3,689,746
    UK
    Confirmed: 3,689,746
    Active: 1,927,100
    Recovered: 1,662,484
    Death: 100,162
  • Italy 2,485,956
    Italy
    Confirmed: 2,485,956
    Active: 482,417
    Recovered: 1,917,117
    Death: 86,422
  • Turkey 2,442,350
    Turkey
    Confirmed: 2,442,350
    Active: 94,495
    Recovered: 2,322,511
    Death: 25,344
  • Germany 2,163,113
    Germany
    Confirmed: 2,163,113
    Active: 242,723
    Recovered: 1,866,000
    Death: 54,390
  • Pakistan 537,477
    Pakistan
    Confirmed: 537,477
    Active: 33,820
    Recovered: 492,207
    Death: 11,450
  • China 89,272
    China
    Confirmed: 89,272
    Active: 1,862
    Recovered: 82,774
    Death: 4,636

ଭୁବନେଶ୍ୱର,୧୨ ।୪(ଓଡ଼ିଶା ଭାସ୍କର):କରୋନା ପାଇଁ ଘୁଚିଲା ବ୍ଳୁ ଫିଲ୍ମ ଷ୍ଟାର ମିଆ ଖଲିଫାଙ୍କ ବାହାଘର । ଯୁବପିଢ଼ୀଙ୍କ ହୃଦୟରେ ରାଜ କରୁଥିବା ପର୍ଣ୍ଣ ଷ୍ଟାର ମିଆ ଖଲିଫାଙ୍କ ବାହାଘର ଜୁନ ୧୦ ତାରିଖକୁ ସ୍ଥିର ହୋଇଥିଲା । କିନ୍ତୁ କରେନା ପାଇଁ ବିଶ୍ୱର ଅଧିକାଂଶ ଦେଶରେ ଲକ୍ ଡାଉନ୍ ଥିବାରୁ ଏହାକୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ନିଜେ ମିଆ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ମିଆ ତାଙ୍କ ବୟଫ୍ରେଣ୍ଠ ରବର୍ଟଙ୍କୁ ବିବାହ କରିବାକୁ ଯାଉଥିଲେ । ଏଥିପାଇଁ ସପିଂ ବି ସରିଥିଲା । କିନ୍ତୁ ମିଆ ଏବେ କହିଛନ୍ତି ଯଦି ମୋ ବିବାହ ପୂର୍ବରୁ ଏ ବିଶ୍ୱ ଶେଷ ହୋଇଯାଏ ତେବେ ମୁଁ ବାହାଘର ପାଇଁ କିଣିଥିବା ୧୨ କୋଟି ଟଙ୍କାର ଡ୍ରେସ ପିନ୍ଧାଇ ମୋର ଶେଷକୃତ୍ୟ କରିଦେବ । ଅବଶ୍ୟ ମିଆ କିଛି ଦିନ ହେବ ପର୍ଣ୍ଣ ଫିଲ୍ମ କରିବା ଛାଡିଦେଇଛନ୍ତି । କିନ୍ତୁ ତାଙ୍କର ଇଣ୍ଡିଆନ ଲୁକ ପାଇଁ ସେ ବିଶ୍ୱରେ ପର୍ଣ୍ଣ ଫିଲ୍ମରୁ ଅଧିକ ରୋଜଗାର କରୁଥିବା ଅଭିନେତ୍ରୀଙ୍କ ମଧ୍ୟରେ ଅଗ୍ରଣୀ ।

Get real time updates directly on you device, subscribe now.

Comments are closed.