-
World 140,531,290
WorldConfirmed: 140,531,290Active: 18,102,501Recovered: 119,416,583Death: 3,012,206 -
USA 32,305,912
USAConfirmed: 32,305,912Active: 6,889,783Recovered: 24,836,187Death: 579,942 -
India 14,526,609
IndiaConfirmed: 14,526,609Active: 1,679,716Recovered: 12,671,220Death: 175,673 -
Brazil 13,834,342
BrazilConfirmed: 13,834,342Active: 1,166,455Recovered: 12,298,863Death: 369,024 -
Russia 4,684,148
RussiaConfirmed: 4,684,148Active: 268,796Recovered: 4,310,557Death: 104,795 -
UK 4,383,572
UKConfirmed: 4,383,572Active: 116,794Recovered: 4,139,553Death: 127,225 -
Turkey 4,150,039
TurkeyConfirmed: 4,150,039Active: 523,169Recovered: 3,591,550Death: 35,320 -
Italy 3,842,079
ItalyConfirmed: 3,842,079Active: 506,738Recovered: 3,218,975Death: 116,366 -
Germany 3,116,950
GermanyConfirmed: 3,116,950Active: 284,563Recovered: 2,752,000Death: 80,387 -
Pakistan 750,158
PakistanConfirmed: 750,158Active: 79,108Recovered: 654,956Death: 16,094 -
China 90,483
ChinaConfirmed: 90,483Active: 309Recovered: 85,538Death: 4,636
ଭୁବନେଶ୍ୱର,୧୨ ।୪(ଓଡ଼ିଶା ଭାସ୍କର):କରୋନା ପାଇଁ ଘୁଚିଲା ବ୍ଳୁ ଫିଲ୍ମ ଷ୍ଟାର ମିଆ ଖଲିଫାଙ୍କ ବାହାଘର । ଯୁବପିଢ଼ୀଙ୍କ ହୃଦୟରେ ରାଜ କରୁଥିବା ପର୍ଣ୍ଣ ଷ୍ଟାର ମିଆ ଖଲିଫାଙ୍କ ବାହାଘର ଜୁନ ୧୦ ତାରିଖକୁ ସ୍ଥିର ହୋଇଥିଲା । କିନ୍ତୁ କରେନା ପାଇଁ ବିଶ୍ୱର ଅଧିକାଂଶ ଦେଶରେ ଲକ୍ ଡାଉନ୍ ଥିବାରୁ ଏହାକୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ନିଜେ ମିଆ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ମିଆ ତାଙ୍କ ବୟଫ୍ରେଣ୍ଠ ରବର୍ଟଙ୍କୁ ବିବାହ କରିବାକୁ ଯାଉଥିଲେ । ଏଥିପାଇଁ ସପିଂ ବି ସରିଥିଲା । କିନ୍ତୁ ମିଆ ଏବେ କହିଛନ୍ତି ଯଦି ମୋ ବିବାହ ପୂର୍ବରୁ ଏ ବିଶ୍ୱ ଶେଷ ହୋଇଯାଏ ତେବେ ମୁଁ ବାହାଘର ପାଇଁ କିଣିଥିବା ୧୨ କୋଟି ଟଙ୍କାର ଡ୍ରେସ ପିନ୍ଧାଇ ମୋର ଶେଷକୃତ୍ୟ କରିଦେବ । ଅବଶ୍ୟ ମିଆ କିଛି ଦିନ ହେବ ପର୍ଣ୍ଣ ଫିଲ୍ମ କରିବା ଛାଡିଦେଇଛନ୍ତି । କିନ୍ତୁ ତାଙ୍କର ଇଣ୍ଡିଆନ ଲୁକ ପାଇଁ ସେ ବିଶ୍ୱରେ ପର୍ଣ୍ଣ ଫିଲ୍ମରୁ ଅଧିକ ରୋଜଗାର କରୁଥିବା ଅଭିନେତ୍ରୀଙ୍କ ମଧ୍ୟରେ ଅଗ୍ରଣୀ ।
Comments are closed.