fbpx

ମରାଠା ସଂରକ୍ଷଣ ବିବାଦ : ଆନ୍ଦୋଳନକାରିମାନେ ଏନସିପି ବିଧାୟକ ପ୍ରକାଶ ସୋଲଙ୍କେଙ୍କ ଘରେ ଲଗାଇଲେ ନିଆଁ

ମହାରାଷ୍ଟ୍ର : ମରାଠା ସଂରକ୍ଷଣ ଆନ୍ଦୋଳନ ରେ ବିଧାୟକଙ୍କ ଘରେ ନିଆ ଲାଗିଛି । ସେମାନେ ହିସାଂକୁ ରୂପ ଦେଇଛନ୍ତି । ସେମାନଙ୍କ ବିଧାୟକଙ୍କ ଘରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଛନ୍ତି । ତେବେ ଏହି ଘଟଣାକୁ ନେଇପ୍ରକାଶ ସୋଲାଙ୍କେ କହିଛନ୍ତି “ଯେତେବେଳେ ଆକ୍ରମଣ ହେଲା ସେତେବେଳେ ମୁଁ ଘର ଭିତରେ ଥିଲି ।

ତେବେ ଭାଗ୍ୟ ବସତଃ ମୁଁ କିମ୍ବା ମୋ ପରିବାର ଲୋକଙ୍କୁ କୌଣସି କ୍ଷତି ହୋଇ ନାହିଁ । ଆମେ ସମସ୍ତେ ସୁରକ୍ଷିତ ଅଛୁ କିନ୍ତୁ ବହୁତ ସମ୍ପର୍ତ୍ତି ନଷ୍ଟ ହୋଇଯାଇଛି ।”ଏହା ପୂର୍ବରୁ ୨୮ ଅକ୍ଟୋବର ଶନିବାର ବିଜେପିର ଜଣେ ସାଂସଦ କହିଛନ୍ତି ଓବିସିଙ୍କୁ ଦିଆଯାଇଥିବା ସଂରକ୍ଷଣକୁ ପୃଥକ ଭାବରେ ମରାଠାମାନଙ୍କୁ ସଂରକ୍ଷଣ ଦେବା ଉଚିତ । ସେ କହିଛନ୍ତି ଯିଏ ସଂରକ୍ଷଣ ଯୋଗ୍ୟ ସେ ସଂରକ୍ଷଣ ପାଇବ ।
ଏହା ପୂର୍ବରୁ ୧୪ ଅକ୍ଟୋବର ଶନିବାର ଦିନ ଜଲାନା ଜିଲ୍ଲାରେ ଏକ ର୍ୟାଲି ଆୟୋଜନ କରାଯାଇଥିଲା ।

Get real time updates directly on you device, subscribe now.