fbpx

ଜାଲରେ ପଡ଼ିଲା ଜଳପରୀର ମୃତଦେହ, ମାଂସ ଖାଇଲେ ହୋଇଯିବେ ଅମର; ଦେଖନ୍ତୁ ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ଜାଲରେ ପଡ଼ିଲା ବିରଳ ଜଳପରୀର ମୃତଦେହ । ଯଦି ଆପଣ କେବେ ଜଳପରୀର ମୃତଦେହ ଦେଖି ନାହାନ୍ତି ତାହେଲେ ଏହି ଭିଡିଓରେ ଦେଖିପାରିବେ । କୁହାଯାଉଛି ଏହି ଜଳପରୀର ମାଂସ ଖାଇଲେ କୁଆଡେ ଅମର ହୋଇଯିବେ । ଜାପାନର ସିକୋକୋ ଦ୍ୱୀପରୁ ଏହି ଜଳପରୀର ମୃତଦେହକୁ ଉଦ୍ଧାର କରାଯାଇଛି । ବିସ୍ତୃତରେ ଜାଣିବା ପାଇଁ ଭିଡିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।

Get real time updates directly on you device, subscribe now.