fbpx

ପର୍ଣ୍ଣଷ୍ଟାର ଥିବା ମିଆ ଖଲିଫା କଲେ ନାକ ସର୍ଜରୀ, ଏପରି ବଦଳିଗଲା ଚେହେରା

ପର୍ଣ୍ଣଷ୍ଟାର ଥିବା ମିଆ ଖଲିଫା ନିକଟରେ ନିଜ ନାକର ଅସ୍ତ୍ରୋପଚାର କରିଛନ୍ତି । ଏବେ ତାଙ୍କର ପ୍ଲାଷ୍ଟର ହଟାଯିବା ପରେ ମିୟାଙ୍କ ନାକର ଆକୃତି ଓ ଲୁକ୍ ସମ୍ପୂର୍ଣ୍ଣ ବଦଳି ଯାଇଥିବା ଦେଖିବାକୁ ମିଳିଛି । ସେ ନିଜର ଇଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଅସ୍ତ୍ରୋପଚାର ପରେ ପ୍ଲାଷ୍ଟର ସଫା କରୁଥିବା ନଜର ଆସିଛନ୍ତି ।

ତେବେ କିଛି ଦିନ ପୂର୍ବରୁ ହିଁ ମିଆ ତାଙ୍କ ନାକ ଅସ୍ତ୍ରୋପଚାରର ଏକ ଫଟୋ ସେୟାର କରିଥିଲେ । ସେଥିରେ ସେ ନିଜ ଅଭିଜ୍ଞତା ବିଷୟରେ ସମ୍ପୂର୍ଣ୍ଣ ବର୍ଣ୍ଣନା କରିଥିଲେ । ଏହା ସହ ରବର୍ଟ ସାଣ୍ଡବର୍ଗ ମଧ୍ୟ ତାଙ୍କ ପତ୍ନୀ ମିଆଙ୍କ ଫଟୋ ସେୟାର କରି କହିଛନ୍ତି ଯେ, ମୋ ପତ୍ନୀ! ମୁଁ ତୁମକୁ ବହୁତ ଭଲ ପାଏ ଓ ସମ୍ମାନ ବି କରେ । କାରଣ ତୁମେ ନିଜ ଗନ୍ତଗ୍ୟ ସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କର ।’

Get real time updates directly on you device, subscribe now.