fbpx

ରାଜ୍ୟର ଏହି ଜିଲ୍ଲାର ୪ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ

ଝାରସୁଗୁଡ଼ା , 5/4 : ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏ ଦିନରେ ୩୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ୪ ସ୍ଥାନକୁ ଜିଲ୍ଲାପାଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ବ୍ରଜରାଜନଗର ମ୍ୟୁନିସିପାଲିଟିର ଗାୟତ୍ରୀ ନଗର କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ସେହିପରି ବଡ଼ଟିୟା ଅଞ୍ଚଳ, ଝାରସୁଗୁଡା ପୌରାଞ୍ଚଳର ୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

Get real time updates directly on you device, subscribe now.