• Likes
  • Followers
  • Subscribers
  • Followers
  • Android App
  • Monday, September 8, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ସଂସଦରେ ଅର୍ଥମନ୍ତ୍ରୀଙ୍କ ସୂଚନା: ଜନଧନ ଆକାଉଣ୍ଟ ଓ ବେସିକ ସଞ୍ଚୟ ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ଜରୁରୀ ନୁହେଁ

ସଂସଦରେ ଅର୍ଥମନ୍ତ୍ରୀଙ୍କ ସୂଚନା: ଜନଧନ ଆକାଉଣ୍ଟ ଓ ବେସିକ ସଞ୍ଚୟ ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ଜରୁରୀ ନୁହେଁ

By Manas Pradhan On Aug 7, 2024 at 9:26 AM
PM Jan Dhan Account
Share

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ଅଧିକାଂଶ ଗ୍ରାହକଙ୍କ ପାଇଁ ଏକ ବଡ଼ ସମସ୍ୟା । ଆଜିକାଲି ଅଧିକାଂଶ ଲୋକଙ୍କର ବିଭିନ୍ନ ପ୍ରକାରର ଋଣର କିସ୍ତି, ଇଏମଆଇ କଟୁଥିବାରୁ ସର୍ବଦା ଆକାଉଣ୍ଟରେ ମିନିମମ୍ ବାଲାନ୍ସ ରଖିବା ସମ୍ଭବ ହୋଇନଥାଏ । ତେବେ ଏହାର ଗ୍ରାହକଙ୍କୁ ମଧ୍ୟ ଭରିବାକୁ ପଡ଼ିଥାଏ । ନିଜର ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ମେଣ୍ଟେନ୍ନ ନ କରିବା ଫଳରେ ଗ୍ରାହକଙ୍କର ଆକାଉଣ୍ଟରୁ ଏଥିପାଇଁ ଶୁଳ୍କ କଟିଯାଇଥାଏ । ବିଭିନ୍ନ ବ୍ୟାଙ୍କମାନେ ଏନେଇ ନିୟମ ଲାଗୁ କରିଛନ୍ତି ।

ତେବେ ଆପଣମାନେ ଯଦି ଏଭଳି ସମସ୍ୟାର ଶିକାର ହେଉଛନ୍ତି ତେବେ ଏନେଇ ଆସିଛି ଏକ ଖୁସି ଖବର । ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଓ ବେସିକ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ଜରୁରୀ ନୁହେଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନ ରଖିବା ଯୋଗୁଁ ବ୍ୟାଙ୍କୁଗୁଡ଼ିକ ପକ୍ଷରୁ ଜରିମାନା ଲାଗୁ କରାଯାଉଥିବା ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ରାଜ୍ୟସଭାରେ ଏହା କହିଛନ୍ତି । ସେହିପରି ସାଇବର ଠକେଇ କ୍ଷେତ୍ରରେ ସରକାର ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ଓ ଆର୍ଥିକ ଠକେଇକୁ ରୋକିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ।

Share

Prev Post

(video): ଜୁନିୟର ଏନଟିଆଙ୍କ ସହ ରୋମାଣ୍ଟିକ ମୋଡରେ ଜାହ୍ନବୀ, ଶ୍ରୀଦେବୀ ତନୟାଙ୍କ ବୟଫ୍ରେଣ୍ଡ କହିଲେ …

Next Post

ଆଠଗଡ଼ ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍‌, ୪ଟି ସ୍ଥାନରେ ଚଢାଉ

You might also like More from author
Breaking News

AC Blast: କାହିଁକି ବ୍ଲାଷ୍ଟ ହୁଏ ଏସି? ପୁର୍ବରୁ ଦେଖାଯାଏ ଏମିତି ସଂକେତ; କରନ୍ତୁ ନାହିଁ ଅଣଦେଖା,…

Breaking News

ଆଧାର କାର୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି, କହିଲେ- ନାଗରିକତାର ପ୍ରମାଣ ଭାବରେ..

Top Stories

(video)ବଲିଉଡକୁ କ୍ୟାପଟେନ୍ କୁଲଙ୍କ ଡେବ୍ୟୁ, ଆକ୍ସନରେ ଉଡ଼ାଇଲେ ହୋସ୍‌, ପଛରେ ପଡ଼ିଲେ ଟାଇଗର-…

Breaking News

ଭାରତ ଉପରେ ଆମେରିକାର ୫୦% ଟାରିଫକୁ ୟୁକ୍ରେନ କହିଲା ସଠିକ୍ ନିଷ୍ପତ୍ତି, ଜାଣନ୍ତୁ ଡିଟେଲ୍ସ

Breaking News

ଭାରତକୁ ଟାରିଫ ଟଙ୍କା ଫେରାଇବ ଆମେରିକା ! ଟ୍ରମ୍ପଙ୍କ ଅର୍ଥମନ୍ତ୍ରୀ ଦେଲେ ବଡ଼ ସଂକେତ…

Breaking News

ନେପାଳରେ ସୋସିଆଲ ମିଡିଆ ବ୍ୟାନକୁ ନେଇ ବିକ୍ଷୋଭ; ସଂସଦ ବାହାରେ ଧସ୍ତାଧସ୍ତି, ୯ ମୃତ, ୮୦ ଗୁରୁତର

Prev Next
Odisha Bhaskar

Recent Posts

AC Blast: କାହିଁକି ବ୍ଲାଷ୍ଟ ହୁଏ ଏସି?…

ପାଦ ଝିମଝିମ କିମ୍ବା ଛୁଞ୍ଚି ମାରିଲା ପରି…

ଆଧାର କାର୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼…

(video)ବଲିଉଡକୁ କ୍ୟାପଟେନ୍ କୁଲଙ୍କ ଡେବ୍ୟୁ,…

ଭାରତ ଉପରେ ଆମେରିକାର ୫୦% ଟାରିଫକୁ ୟୁକ୍ରେନ…

ଭାରତକୁ ଟାରିଫ ଟଙ୍କା ଫେରାଇବ ଆମେରିକା !…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

AC Blast: କାହିଁକି ବ୍ଲାଷ୍ଟ ହୁଏ ଏସି?…

ଆଧାର କାର୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼…

(video)ବଲିଉଡକୁ କ୍ୟାପଟେନ୍ କୁଲଙ୍କ ଡେବ୍ୟୁ,…

ଭାରତ ଉପରେ ଆମେରିକାର ୫୦% ଟାରିଫକୁ ୟୁକ୍ରେନ…

Prev Next 1 of 27,969
© 2025 - TK Digital All Rights Reserved.