fbpx

ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଟୋନି

ଲଣ୍ଡନ, ୧୫ା୧୨: ଲଣ୍ଡନରେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଠାରେ ବିଶ୍ୱ ସୁନ୍ଦରୀ ଭାବେ ମୁକୁଟ ପିନ୍ଧିଛନ୍ତି ଜାମାଇକାର ଟୋନି ଆନ୍ ସିଂହ । ୧୨୦ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟିନୀ ହୋଇଛନ୍ତି ଟୋନି । ସେହିପରି ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଫ୍ରାନ୍ସ ସୁନ୍ଦରୀ ଓଫେଲୀ ମେଜିନୋ ଅଛନ୍ତି । ଭାରତର ରାଜସ୍ଥାନ ନିବାସୀ ସୁମନ ରାଓ ତୃତୀୟ ସ୍ଥାନରେ ରହିଛନ୍ତି । ଜୁନ୍ରେ ମିସ ଇଣ୍ଡିଆ ହୋଇଥିଲେ ସୁମନ ରାଓ । ଶ୍ରେଷ୍ଠ ୫ଟି ସ୍ଥାନରେ ନାଇଜେରିଆ ଓ ବ୍ରାଜିଲ ସୁନ୍ଦରୀ ବି ଥିଲେ ।

 

Get real time updates directly on you device, subscribe now.