fbpx

ଘରେ ପହଞ୍ଚିବ ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ

ଭୁବନେଶ୍ୱର,୧୬ା୧୨(ଓଡ଼ିଶା ଭାସ୍କର): ଏଣିକି ଘରେ ପହଞ୍ଚିବ ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସାମଗ୍ରୀ । ଫ୍ଲିପକାର୍ଟ ସହ ଏମଓୟୁ ସ୍ୱାକ୍ଷର କରିବାକୁ ଯୋଜନା କରାଯାଇଥିବା ସୂଚନା ମିଳିଛି । ଏହାସହ ଭୁବନେଶ୍ୱର ଗଣ୍ଡମୁଣ୍ଡରେ ପ୍ରତିଷ୍ଠା ହେବ ମିଶନ ଶକ୍ତି ବଜାର । ପ୍ରତି ଜିଲ୍ଲାରେ ମଧ୍ୟ ପ୍ରତିଷ୍ଠା ହେବ ମିଶନ ଶକ୍ତି ବଜାର । ଏହାକୁ ବର୍ଷକରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା କହିଛନ୍ତି ।

Get real time updates directly on you device, subscribe now.