fbpx

ଆସନ୍ତାକାଲିଠୁ ଭଙ୍ଗା ହେବ MLA କ୍ୱାର୍ଟର୍ସ

ଭୁବନେଶ୍ୱର, ୧୦ା୧୨(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ବିଧାନସଭା ଆଗରୁ ବିଧାୟକଙ୍କ କ୍ୱାର୍ଟର୍ସ ଭଙ୍ଗାହେବ ବୋଲି ସୂଚନା ମିଳିଛି । ୪୨ଟି କ୍ୱାର୍ଟର ଭାଙ୍ଗି ୧୦ମହଲା ଆପର୍ଟମେଣ୍ଟ ଗଢ଼ା ହେବ ବୋଲି ଜଣାପଡ଼ିଛି । ଅତ୍ୟାଧୁନିକ ଉଦ୍ୟାନ, ବ୍ୟାୟାମଶାଳା, ପାର୍କିଂ ଓ ସନ୍ତରଣାଗାର ବି ହେବ । ପ୍ରସ୍ତାବିତ ସ୍ଥାନରୁ ଏବେ ସୁଦ୍ଧା ଘର ଛାଡ଼ିଛନ୍ତି ୨୪ଜଣ ବିଧାୟକ । ସେଠାରୁ ଅନ୍ୟମାନେ ଯଥାଶୀଘ୍ର ଘର ଛାଡ଼ିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.