fbpx

କାଲିଠାରୁ ସମସ୍ତ ରୁଟ୍‌ରେ ଚାଲିବ ‘ମୋ ବସ୍‌’

ଭୁବନେଶ୍ୱର, ୩୦ା୧୧ (ଓଡିଶା ଭାସ୍କର): ରାଜଧାନୀ ବାସୀ ଙ୍କ ପାଇଁ ଖୁସି ଖବର । କାଲିଠାରୁ ସମସ୍ତ ରୁଟ୍‌ରେ ଚାଲିବ ‘ମୋ ବସ୍‌’ । କେବଳ ୨୯ ନମ୍ବର ରୁଟ୍‌ରେ ବସ୍‌ ଚାଲିବ ନାହିଁ । ରାଜଧାନୀ କ୍ଷେତ୍ରରେ ୨୨ଟି ରୁଟ୍‌ରେ ମୋଟ ୧୪୪ଟି ବସ୍‌ ଚାଲିବ । ଏ ନେଇ ସୂଚନା ଦେଇଛି ମୋ ବସ ପରିଚାଳନା କମିଟି କ୍ରୁଟ ।

Get real time updates directly on you device, subscribe now.