fbpx
BJD SKY
BJD SKY

୧୬ଟି ରୁଟରେ ପୁଣି ଗଡ଼ିବ ‘ମୋ ବସ୍‌’

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜୁଲାଇ ୧୯ରୁ ୩ଟି ସହରରେ ପୁଣି ଗଡ଼ିବ ‘ମୋ ବସ୍‌’ । ଭୁବନେଶ୍ବର, କଟକ ଓ ପୁରୀର ୧୬ଟି ରୁଟରେ ଚାଲିବ ବସ୍‌। ପ୍ରଥମ ପର୍ୟ୍ୟାୟରେ ସୋମବାରରୁ ଶୁକ୍ରବାର ଯାଏ ୮୭ଟି ବସ୍‌ ଚାଲିବ।

ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ବସ୍‌ ଚଳାଇବାକୁ ନିଷ୍ପତ୍ତି। ଶନି ଓ ରବିବାରରେ କେବଳ ରେଳ ଷ୍ଟେସନ ଓ ବିମାନବନ୍ଦରରୁ ଚାଲିବ ବସ୍‌ । ବିନା ମାସ୍କରେ ଓ ବସ୍‌ରେ ଠିଆ ହୋଇ ଯାତ୍ରା କରିବା ନିଷେଧ।

Get real time updates directly on you device, subscribe now.