fbpx

ମୋ ସରକାରରେ ସାମିଲ ହେଲା ପଞ୍ଚାୟତିରାଜ ବିଭାଗ

ଭୁବନେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): ଆଜି ମୋ ସରକାରରେ ସାମିଲ ହୋଇଛି ପଞ୍ଚାୟତିରାଜ ବିଭାଗ । ପାନୀୟ ଜଳ ବିଭାଗ ମଧ୍ୟ ମୋ ସରକାରରେ ସାମିଲ ହୋଇଥିବା ସୂଚନା ମିଳିଛି । ଲୋକସେବା ଭବନରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ୧୦ଟି ବିଭାଗ ମୋ ସରକାରରେ ସାମିଲ ହୋଇଛି । ମାର୍ଚ୍ଚ ସୁଦ୍ଧା ସବୁ ବିଭାଗକୁ ସାମିଲ କରିବା ସରକାରଙ୍କ ଲକ୍ଷ୍ୟ ରହିଛି । ପୂର୍ବରୁ ମଧ୍ୟ ବହୁ ବିଭାଗ ମୋ ସରକାରରେ ସାମିଲ ହୋଇଛି ।

Get real time updates directly on you device, subscribe now.