fbpx

ରାଜ୍ୟ ଓବିସି କମିସନ ଗଠିତ

ଭୁବନେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ଗଠନ କରିଛନ୍ତି ଓବିସି କମିସନ । ଜଷ୍ଟିସ ରଘୁନାଥ ବିଶ୍ୱାଳ ଓବିସି କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଅଧ୍ୟକ୍ଷଙ୍କ ସହ ୩ ସଦସ୍ୟ ଓ ଜଣେ ସଦସ୍ୟ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ନବନୀତା ରଥ, ମିତାଲି ଚିନାରା ଓ ପ୍ରସନ୍ନ ପାତ୍ର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ଆଇଏଏସ ବୀର ବିକ୍ରମ ଯାଦବ ସଦସ୍ୟ ସଚିବ ଭାବେ ମନୋନୀତ ହୋଇଛନ୍ତି ।

Get real time updates directly on you device, subscribe now.