ଭୁବନେଶ୍ୱର : ଜୁନ୍ ୨୦ରେ ଭୁବନେଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ରୋଡ୍ ଶୋ । ଏନେଇ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି ।
୨୦ ତାରିଖ ଅପରାହ୍ନ ଟାରେ ବିମାନ ବନ୍ଦରରେ ପହଞ୍ଚିବେ ମୋଦି । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ । ସେଠରୁ ସେ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ ।
ଏହାପରେ ମୋଦିଙ୍କ ରୋଡ୍ ଶୋ’ କରାଯିବ । ଅନ୍ତୋୟଦ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ କାର୍ଯାଦେଶ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ।
ଅନେକ ନୂଆ ଯୋଜନା ଘୋଷଣା କରିବେ ପ୍ରଧାନ ।