fbpx

କାଲିଠାରୁ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ନୂଆଦିଲ୍ଲୀ,୧ ।୪: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମହିଳାଙ୍କୁ ମିଳିବ ଟଙ୍କା । ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ପଠାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ମହିଳା ଉଦ୍ୟୋଗୀମାନଙ୍କୁ ଟଙ୍କା ପଠାଯିବ ।

ତେବେ ଏଥିରେ ଓଡିଶାର ୩୯.୫୧ ଲକ୍ଷ ମହିଳାଙ୍କ ଆକାଉଣ୍ଟ ରହିଛି । କାଲିଠାରୁ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବା ପରେ ଏସଏମଏସ ଯିବ । ଏସଏମଏସ ମିଳିବା ପରେ ଆକାଉଣ୍ଟରୁ ମହିଳାମାନେ ଟଙ୍କା ଉଠାଇପାରିବେ । ପେଟ୍ରୋଲ ପମ୍ପରେ ଏସବିଆଇର ମାଇକ୍ରୋ ଏଟିଏମରେ ଟଙ୍କା ଉଠାଇ ହେବ । ଗ୍ରାହକ ସେବା କେନ୍ଦ୍ରରେ ମଧ୍ୟ ଟୋକନ ବ୍ୟବସ୍ଥା ହୋଇଛି ।

Get real time updates directly on you device, subscribe now.