fbpx

ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ

Advertisement

ନୂଆଦିଲ୍ଲୀ, ୧୫ା୪: ଚଳିତବର୍ଷ ମୌସୁମୀ ବର୍ଷା ସ୍ୱଭାବିକ ରହିବ ବୋଲି ସୂଚନା ମିଳିଛି । ଏନେଇ ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହିପରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଜୁନ୍ ୧ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ । ୧୩ଜୁନ୍ ସୁଦ୍ଧା ଓଡ଼ିଶାରେ ମୌସୁମୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । ୭ଦିନ ବିଳମ୍ବରେ ମୌସୁମୀ ପହଞ୍ଚିବା ନେଇ ଆକଳନ କରାଯାଇଛି । ରାଜ୍ୟରେ ଜୁନରୁ ସେପ୍ଟେମ୍ବର ଯାଏଁ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ବର୍ଷା ପରିମାଣ ୯୬%ରୁ ୧୦୪% ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

Get real time updates directly on you device, subscribe now.