fbpx

ରାଜ୍ୟରେ ଆଉ ୧୪୬ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୫ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୬ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ସୁସ୍ଥ ହୋଇଥିବା ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୨୬, ଖୋର୍ଦ୍ଧାରୁ ୨୩, ଗଞ୍ଜାମରୁ ୧୮, ମୟୁରଭଞ୍ଜରୁ ୧୩, ଗଜପତିରୁ ୧୨, ଭଦ୍ରକରୁ ୧୧, ବଲାଙ୍ଗୀରରୁ ୧୧, କନ୍ଧମାଳରୁ ୫, କୋରାପୁଟରୁ ୫, ରାୟଗଡ଼ାରୁ ୫, କଳାହାଣ୍ଡିରୁ ୪, ଯାଜପୁରରୁ ୩, ନୟାଗଡ଼ରୁ ୩, ଢ଼େଙ୍କାନାଳରୁ ୨, ନୂଆପଡ଼ାରୁ ୨, ଜଗତସିଂହପୁରରୁ ଜଣେ, ପୁରୀରୁ ୨ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା ୨୮୫୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.