ଭୁବନେଶ୍ୱର,୧୨ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଆସିଛି ଖୁସି ଖବର । ଆଜି ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ସୁସ୍ଥ ସଂଖ୍ୟା ୮,୭୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 390 #COVID19 patients have recovered and are being discharged on 12.7.2020.
106 from Ganjam
71 from Cuttack
38 from Mayurbhanj
38 from Sundergarh
25 from Jajpur
24 from Nabarangpur
22 from Sambalpur
15 from Khurdha
9 from Balasore
6 from Bargarh— H & FW Dept Odisha (@HFWOdisha) July 12, 2020
5 each from Angul, Kalahandi & Kendrapara
4 each from Jagatsingpur & Koraput
3 each from Bhadrak, Boudh & Keonjhar
2 each from Nayagarh & PuriThe total recovered case of Odisha now stand at 8750.
— H & FW Dept Odisha (@HFWOdisha) July 12, 2020
ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୭୧, ମୟୁରଭଞ୍ଜଓ ସୁନ୍ଦରଗଡରୁ ୩୮ ଜଣ ଲେଖାଏଁ, ଯାଜପୁରରୁ ୨୫, ନବରଙ୍ଗପୁରରୁ ୨୪, ସମ୍ବଳରପୁରରୁ ୨୨, ଖୋର୍ଦ୍ଧାରୁ ୧୫, ବାଲେଶ୍ୱରରୁ ୯, ବରଗଡରୁ ୬, ଅନୁଗୁଳ, କଳାହାଣ୍ଡି ଓ କେନ୍ଦ୍ରାପଡାରୁ ୫ ଜଣ ଲେଖାଏଁ , ଜଗତସିଂହପୁର ଓ କୋରାପୁଟରୁ ୪ ଜଣ ଲେଖାଏଁ, ଭଦ୍ରକ, ବୌଦ୍ଧ ଓ କେନ୍ଦୁଝରରୁ ୩ ଜଣ ଲେଖାଏଁ, ନୟାଗଡ ଓ ପୁରୀରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।