fbpx

୯ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ହୀରାକୁଦ ଜଳ

ସମ୍ବଲପୁର, ୨୩ା୯(ଓଡ଼ିଶା ଭାସ୍କର): ଆଜି ସକାଳେ ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ଗେଟ ଖୋଲିଛି । ମୋଟ୍ ୯ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳ ଧାରଣର କ୍ଷମତା ୬୩୦ ଫୁଟ୍ । କିନ୍ତୁ ଏବେ ଜଳଭଣ୍ଡାରର ଜଳ ପତନ ୬୨୯.୯ ଫୁଟ ରହିଛି । ଅନ୍ୟପଟେ ଭଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୭୦ହଜାର ୨୫୧ ଘନଫୁଟ ଜଳ ପ୍ରବେଶ କରୁଛି ।

Get real time updates directly on you device, subscribe now.