fbpx

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ବାହାରିଲା ୧୩,୪୦୪ଟି ପଦବୀ: PGT, TGT, PRT, ASO, UDC, LDC ପୋଷ୍ଟରେ ମିଳିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ) ପକ୍ଷରୁ ୧୩ ହଜାର ୪୦୪ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ଜାଣିପାରିବେ ।

ଡିସେମ୍ବର ମାସ ୫ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୨୬ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କୁ ପ୍ରିନ୍ସପାଲ, ଭାଇସ ପ୍ରିନ୍ସପାଲ, ପିଜିଟି, ଟିଜିଟି, ଲାଇବ୍ରେରିଆନ, ପ୍ରାଇମେରୀ ଟିଚର, ଆସିଷ୍ଟାଷ୍ଟ କମିସନର, ପିଆରଟି, ଅର୍ଥ ଅଧିକାରୀ, ସହକାରୀ ଇଞ୍ଜିନିୟର (ସିଭିଲ), ଏଏସଓ, ହିନ୍ଦି ଟ୍ରାନ୍ସଲେଟର, ୟୁଡିସି, ଏଲଡିସି, ଷ୍ଟେନୋଗ୍ରାଫର ଆଦି ବିଭିନ୍ନ ପୋଷ୍ଟରେ ନିଯୁକ୍ତି ଦିଆଯିବ ।

ଅନଲାଇନ ଆବେଦନ ଲିଙ୍କ: Available on 05.12.2022

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-KVS-Various-Vacancy-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://kvsangathan.nic.in/

Get real time updates directly on you device, subscribe now.