fbpx
BJD SKY
BJD SKY

RMLIMSରେ ବାହାରିଲା ୫୦୦ରୁ ଅଧିକ ପଦବୀ

BJD

ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଡ. ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ (ଆରଏମଏଲଆଇଏମସ), ଲକ୍ଷେ୍ନø ପକ୍ଷରୁ ୫୩୪ଟି ପଦବୀ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ ।

ଚଳିତ ମାସ ତୃତୀୟ କିମ୍ବା ଚତୁର୍ଥ ସପ୍ତାହରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଅନଲାଇନ ଆବେଦନ ଆରମ୍ଭ ତାରିଖ ଠାରୁ ଏକ ମାସ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଅଣଶିକ୍ଷକ ପଦବୀ ପାଇଁ ଏହି ବିଜ୍ଞାପନ ବାହାରିଛି ।

ଅନଲାଇନ ଆବେଦନ ଲିଙ୍କ: Available Soon

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/10/Notification-RMLIMS-Scientist-B-GDMO-Other-Vacancy.pdf

ଅଫିସିଆଲ ୱେବସାଇଟ: https://www.drrmlims.ac.in/

Get real time updates directly on you device, subscribe now.