fbpx
BSKY SKY
BSKY SKY

NTPCରେ ବାହାରିଲା ୮୦୦ ପଦବୀ, ଛାତ୍ରଛାତ୍ରୀଙ୍କ ପାଇଁ ବଢ଼ିଆ ସୁଯୋଗ

BSKY

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ (ଏନଟିପିସି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଏଥିରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ଜାଣିପାରିବେ ।

ଏଥିରେ ମୋଟ ୮୬୪ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଆସନ୍ତା ୨୮ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ନଭେମ୍ବର ମାସ ୧୧ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କର ବୟସ ୨୭ ବର୍ଷ ମଧ୍ୟରେ ହେବା ଦରକାର । ବୟସ କୋଳହ ନିୟମ ଅନୁଯାୟୀ ଲାଗୁ ହେବ । ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତା ଡିଗ୍ରୀ (ଇଞ୍ଜିନିୟରିଂ), ଗେଟ-୨୦୨୨ ରହିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ଇଞ୍ଜିନିୟରିଂ ଏକଜିକ୍ୟୁଟିଭ ଟ୍ରେନିଂ ଭାବେ ନିିଯୁକ୍ତି ଦିଆଯିବ ।

ଅନଲାଇନ ଆବେଦନ: Available on 28.10.2022

ସର୍ଟ ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/10/Notification-NTPC-EET-Vacancy-1.pdf

ଅଫିସିଆଲ ୱେବସାଇଟ ଲିଙ୍କ: https://www.ntpc.co.in/

Get real time updates directly on you device, subscribe now.