fbpx

ସକାଳୁ ଅସହ୍ୟ ତାତି: ସାଢେ ୮ଟା ସୁଦ୍ଧା ୩୫ ଟପିଲା ପାରଦ

ଭୁବନେଶ୍ୱର: ଆଜି ରାଜ୍ୟରେ ସକାଳ ସାଢେ ୮ଟା ସୁଦ୍ଧା ଆଠଟି ସହରରେ ୩୨ ଡିଗ୍ରୀ ଛୁଇଁଛି ପାରଦ । ତେବେ ବାଲେଶ୍ୱରରେ ୩୫.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି । ସେହିଭଳି ପାରାଦୀପରେ ୩୩,୪, ଭୁବନେଶ୍ୱରରେ ୩୩.୨, ଭବାନୀପାଟଣାରେ ୩୩ ଡିଗ୍ରୀ, ଗୋପାଳପୁର ଓ ପୁରୀର ତାପମାତ୍ରା ୩୨.୬ ରହିଥିବା ବେଳେ ଚାନ୍ଦବାଲି ଓ ଜଗତସିଂହପୁରର ତାପମାତ୍ରା ୩୨.୪ ରହିଛି । ତେବେ କିଛିଟା ସ୍ଥାନରେ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ବୋଲି କୁହାଯାଉଛି ।

Get real time updates directly on you device, subscribe now.