fbpx
BJD SKY
BJD SKY

ରାଜମିସ୍ତ୍ରୀ ପ୍ରେମରେ ପଡ଼ିଲା ସ୍ତ୍ରୀ: ଅନ୍ତରଙ୍ଗ ଭିଡିଓ ଭାଇରାଲ ହେବ ପରେ ପୋଲିସର ଦ୍ୱାରସ୍ଥ ସ୍ୱାମୀ, ଦେଖନ୍ତୁ video

BJD

ନୂଆଦିଲ୍ଳୀ: କୁହାଯାଏ ପ୍ରେମ ଅନ୍ଧ ଓ ଏହାର ଏକ ଉଦାହରଣ ଦେଖିବାକୁ ମଧ୍ୟ ମିଳିଛି । ୩ଟି ପିଲାର ମା’ ରାଜମିସ୍ତ୍ରୀକୁ ଭଲପାଇ ଘରଛାଡି ଫେରାର ହୋଇଯାଇଛି । ଏପରିକି ଉଭୟଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ ହେବା ପରେ ସ୍ୱାମୀ ବର୍ତ୍ତମାନ ପୋଲିସର ଦ୍ୱାରସ୍ଥ ହୋଇଛି । ବିହାର ରାଜଧାନୀ ପାଟନାରେ ଏପରି ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି, ଯାହା ଲୋକଙ୍କ ମଧ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାହାଣୀ ହେଲା ଏହା ଯେ, ପ୍ରେମରେ ପଡିଥିଲେ ମହିଳା । ସ୍ୱାମୀ ଆଖିରେ ଧୂଳି ଦେଇ ରାଜମିସ୍ତ୍ରୀ ସହ ସଂପର୍କ ଗଢିଥିଲେ ।

ତିନି ପିଲାଙ୍କ ମା ତାଙ୍କ ଘରେ କାମ କରୁଥିବା ରାଜମିସ୍ତ୍ରୀର ପ୍ରେମରେ ପଡିଥିଲେ । ଆଉ ପରେ ଏହି ପ୍ରେମ ଏତେ ଆଗକୁ ବଢିଥିଲା ଯେ, ଦୁହିଁଙ୍କ ମଧ୍ୟରେ ଶାରୀରିକ ସଂପର୍କ ଗଢିଉଠିଥିଲା । ଯେତେବେଳେ ଉଭୟେ ଆପତ୍ତିଜନକ ସ୍ଥିତିରେ ଥିବାର ଭିଡିଓ କିଏ ସୁଟ କରି ଭାଇରାଲ କରିଥିଲା ସେତେବେଳେ ଏହି କଥା ଜଣାପଡିଥିଲା । ଯେତେବେଳେ ଏହି ଭିଡିଓଟି ମହିଳାଙ୍କ ସ୍ୱାମୀଙ୍କ ପାଖରେ ପହଞ୍ଚିଲା, ସେତେବେଳେ ସେ ନିଜ ଆକିକୁ ବିସ୍ୱାସ କରିପାରିଲେନି ଯେ ତାଙ୍କ ପତ୍ନୀ ସତରେ ଏମିତି କରିତିବେ ବୋଲି । ଏହାପରେ ମାମଲା ପହଂଚିଥିଲା ପୋଲିସ ପାଖରେ ।

ବ୍ୟକ୍ତି ତାଙ୍କ ଘରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିପାଇଁ ସେ ଜଣେ ରାଜମିସ୍ତ୍ରୀଙ୍କୁ ରଖିଥିଲେ । ପ୍ରାୟ ୩ ବର୍ଷ ଧରି ନିର୍ମାଣ କାର୍ୟ୍ୟ ଚାଲିଥିଲା । ହେଲେ ଏହାରି ଭିତରେ ରାଜମିସ୍ତ୍ରୀ ଓ ସେହି ବ୍ୟକ୍ତିଙ୍କ ସ୍ତ୍ରୀ ଭିତରେ ପ୍ରେମ ଆରମ୍ଭ ହୋଇ ଯାଇଥିଲା । ସ୍ୱାମୀଙ୍କ ଅନୁପସ୍ଥିତିରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ଘନିଷ୍ଠତା ବଢିଥିଲା । ପରବର୍ତୀ ସମୟରେ ସ୍ୱାମୀ ଘରେ ନଥିବା ବେଳେ ପତ୍ନୀ ରାଜମିସ୍ତ୍ରୀଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ । ଧୀରେ ଧୀରେ ସେମାନେ ବାହାରେ ବୁଲିବାକୁ ଲାଗିଲେ । ଯାହା ଲୋକଙ୍କ ନଜରରେ ପଡିଥିଲା । କିଏ ସେମାନଙ୍କର ଅନ୍ତରଂଗ ମୂହୁର୍ତର ଭିଡିଓ ବନାଇ ଭାଇରାଲ କରିଥିଲେ । ବର୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଥିବା ଜଣାପଡିଛି । ଦେଖନ୍ତୁ ଭିଡିଓ…..

 

 

Get real time updates directly on you device, subscribe now.