fbpx

ମାଆକୁ ପିଟି ପିଟି ହତ୍ୟା କଲେ ୨ ପୁଅ

ଭୁବନେଶ୍ୱର,୧୭ ।୯(ଓଡିଶା ଭାସ୍କର): ଆଜିକାଲିର ଜୀବନରେ ସମ୍ପର୍କକୁ ତୁଚ୍ଛ ଭାବୁଛନ୍ତି ଲୋକ । ନିଜ ଜନ୍ମ କଲା ମା’ ବାପାଙ୍କୁ ବି ମାରିବାକୁ ପଛାଉ ନାହାନ୍ତି ସନ୍ତାନ । ସେହିପରି ଆଜି ଜଣେ ମା’ପୁ ପିଟି ପିଟି ହତ୍ୟା କରିଛନ୍ତି ୨ ପୁଅ । ଶାବଳରେ ମାରି ମା’କୁ ହତ୍ୟା କରିଥିବା ସୂଚନା ମିଳିଛି । ଏହି ହତ୍ୟାକାଣ୍ଡ କୌଣସି ଗ୍ରାମାଞ୍ଚଳର ନୁହେଁ, ବର ରାଜଧାନୀ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ପ୍ରଧାନସାହିରେ ଘଟିଛି । ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମାଆର ଅତ୍ୟାଚାର ସହି ନପାରି ଦୁଇ ପୁଅ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.