fbpx
BJD SKY
BJD SKY

ଛାତ୍ରୀକୁ କମେଣ୍ଟ ମାରିବା ପଡିଲା ମହଙ୍ଗା, ଧରାପଡି ଜେଲ୍ ଗଲେ ଯୁବକ

BJD

ଡେଲାଙ୍ଗ (ଭାସ୍କର ନ୍ୟୁଜ୍‌):ସ୍କୁଲ ଛାତ୍ରୀକୁ କମେଣ୍ଟ ମାରିବା ଘଟଣା ଜଣେ ଯୁବକକୁ ମହଙ୍ଗା ପଡିଲା । ଶେଷରେ ଡେଲାଙ୍ଗ ପୋଲିସ ଯୁବକକୁ ଗିରଫ କରି ଜେଲ ପଠାଇଛି ।

ମିଳିଥିବା ପୋଲିସ ସୁଚନା ମୁତାବକ ପ୍ରତ୍ୟେକଦିନ ଛାତ୍ରୀ ଜଣକ ସ୍କୁଲ ଯିବା ବାଟରେ ଜଣେ ଯୁବକ ହଇରାଣ କରିବା ସହ କମେଣ୍ଟଣ୍ଟ ମାରୁଥିଲା। ଛାତ୍ରୀଙ୍କ ଅଭିଯୋଗ କ୍ରମେ ଡେଲାଙ୍ଗ ଥାନାରେ ଏ ସଂକ୍ରାନ୍ତରେ ୪୫/୨୨ରେ ମାମାଲା ରୁଜୁ କରାଯାଇଥିଲା । ଅଭିଯୁକ୍ତ ଗୁଆଳି ଡାର ବିଶ୍ୱବନ୍ଧନ ବରାଳ ଓରଫ ବାଟୁଆ (୨୨) କୁ ପୋଲିସ ଗିରଫ କରି କୋର୍ଟ ଚାଳଣ କରିଥିବା ନେଇ ଡେଲାଙ୍ଗ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.