fbpx

ନାଗାର୍ଜୁନ ବେଶର ଅନଲାଇନ୍ ଦର୍ଶନ ପାଇଁ ପ୍ରସ୍ତାବ

ପୁରୀ, ୨୩ ।୧୦(ଓଡିଶା ଭାସ୍କର): ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଅନଲାଇନ୍ ଦର୍ଶନ ପାଇଁ ପ୍ରସ୍ତାବ ଦିଆଯାଇଛି । ଗୁପ୍ତନୀତି ପରେ ସାହାଣମେଲା ନୀତିର ଦର୍ଶନ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କୁ ଏନେଇ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର । ଏହା ସହ କାର୍ତ୍ତିକ ମାସରେ ଅଳ୍ପସଂଖ୍ୟକ ଭକ୍ତଙ୍କୁ ଶ୍ରୀମନ୍ଦିର ଛାଡିବାକୁ ପ୍ରସ୍ତାବ ଦିଆଯାଇଛି ।

Get real time updates directly on you device, subscribe now.