fbpx

ନାଟ ମଣ୍ଡପ କାର୍ଯ୍ୟ ୪ମାସରେ ସାରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ, ୨୩ା୧୨(ଓଡ଼ିଶା ଭାସ୍କର): ହାଇକୋର୍ଟରେ କୋଣାର୍କ ଓ ଶ୍ରୀମନ୍ଦିର ମରାମତକୁ ନେଇ ମାମଲା ହୋଇଥିଲା । ଏନେଇ କୋର୍ଟରେ ହାଜର ହୋଇଛନ୍ତି ଏଏସଆଇ ମହାନିର୍ଦ୍ଦେଶକ । ନାଟ ମଣ୍ଡପ କାର୍ଯ୍ୟ ୪ମାସରେ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋଣାର୍କ ସୁରକ୍ଷା ପାଇଁ କଣ ଯୋଜନା ହୋଇଛି ବୋଲି ଜଣେଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମେ ୪ରେ ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Get real time updates directly on you device, subscribe now.