fbpx

୨୬ରେ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ,୧୮ ।୧୧: ଆସନ୍ତା ୨୬ରେ ୧୦ଟି ଟ୍ରେଡ ୟୁନିୟନ ପକ୍ଷରୁ ହରତାଳ ଓ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି । ସମସ୍ତ ପରିବହନ, କେନ୍ଦ୍ର, ରାଜ୍ୟ ଓ ବେସରକାରୀ ଅଫିସ୍ ବନ୍ଦ ଦାବି କରିଛନ୍ତି । ଓଡିଶାରେ ମଧ୍ୟ ସମର୍ଥନ ଦିଆଯିବ କହିଛନ୍ତି ସିଆଇଟିୟୁ ସଭାପତି ଜନାର୍ଦ୍ଦନ ପତି ।

Get real time updates directly on you device, subscribe now.