fbpx

ଋଷ ବିରୋଧରେ ଲଢ଼ିବେ ‘ନାଟୋ’ ଦେଶ

ନୂଆଦିଲ୍ଲୀ: ଋଷ ବିରୋଧରେ ଲଢ଼ିବେ ନାଟୋର ସମସ୍ତ ସଦସ୍ୟ ଦେଶ । ନାଟୋ-ନର୍ଥ ଆଣ୍ଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ ର ସମସ୍ୟା ଦେଶ ମାନେ ଏବେ ଋଷ ବିରୋଧରେ ଲଢ଼ିବେ ବୋଲି ସୂଚନା ମିଳିଛି । ନାଟୋରେ ଆମେରିକା, କାନାଡ଼ା, ବ୍ରିଟେନ୍ ସମେତ ୩୦ଟି ଦେଶ ଲଢ଼ିବେ । ୟୁକ୍ରେନ୍ କୁ ନାଟୋରେ ସାମିଲ କରିବା ନେଇ ବିବାଦ ପରେ ଏହି ଯୁଦ୍ଧ ଆରମ୍ଭ ହୋଇଛି । ସୂଚନା ଯେ, ୠଷ ରାଷ୍ଟ୍ରପତି ପୁଟିନ୍ ୟୁକ୍ରେନ ଉପରେ କାର୍ଯ୍ୟାନୁଷ୍ଟାନ ଘୋଷଣା କରିବା ପରଠାରୁ ଲଗାତର ଭାବରେ ୟୁକ୍ରେନରେ ବିସ୍ଫୋରଣ ହେବାରେ ଲାଗିଛି । ବର୍ତ୍ତମାନ ୟୁକ୍ରେନର ୧୧ରୁ ଅଧିକ ସହର ଉପରେ ଆକ୍ରମଣ ହେଉଛି । ୟୁକ୍ରେନର ୫ଟି ବିମାନକୁ ଋଷ ଖସାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.