fbpx

ମହିଳା ଉଦ୍ୟୋଗୀକରଣ କମିଟି ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ ।୧(ଓଡିଶା ଭାସ୍କର): ଆଇସିସିର ମହିଳା ଉଦ୍ୟୋଗୀକରଣ କମିଟି ଉଦଘାଟିତ ହୋଇଯାଇଛି । ମହିଳା ଉଦ୍ୟୋଗୀକରଣ କମିଟିକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ସବରେ ମୁଖ୍ୟମନ୍ତ୍ରୀ ନିଜର ଉଦବୋଧନ ଦେଇ କହିଛନ୍ତି ଯେ, ମହିଳା ସଶକ୍ତୀକରଣରେ ଆମେ ଚାମ୍ପିଆନ୍ । ମହିଳା ସଶକ୍ତିକରଣ କ୍ଷେତ୍ରରେ ଆମେ ଭଲ କାମ କରିଛୁ ।’

Get real time updates directly on you device, subscribe now.