fbpx

ମାଇକେଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୧୪ା୧(ଓଡ଼ିଶା ଭାସ୍କର): ମାଇକେଲ ଦେବବ୍ରତ ପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ଭାବେ ଆରବିଆଇ ଡ଼େପୁଟି ଗଭର୍ଣ୍ଣର ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି । ବିରଳ ଆଚାର୍ଯ୍ୟଙ୍କ ସ୍ଥାନରେ ସେ ନିଯୁକ୍ତି ପାଇଛନ୍ତି । ତିନି ବର୍ଷ ପାଇଁ ମାଇକେଲ ପାତ୍ର ନିଜ ପଦବୀରେ ରହିବେ ।

Get real time updates directly on you device, subscribe now.