fbpx

ନୟାଗଡ଼ ଓ ମହୀପୁର ରେଳ ଲାଇନ ସମ୍ପ୍ରସାରଣ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୬ା୧୨(ଓଡ଼ିଶା ଭାସ୍କର): ନୟାଗଡ଼ ଓ ମହୀପୁର ରେଳ ଲାଇନ ସମ୍ପ୍ରସାରଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୟାଗଡ଼ ଟାଉନରୁ ୧୨ କିମି ଦୂର ମହୀପୁରକୁ ଟ୍ରେନର ଶୁଭାରମ୍ଭ ପାଇଁ ସୁଯୋଗ ମିଳିବାରୁ ଖୁସି ବ୍ୟକ୍ତ କରିଛନ୍ତି ଧର୍ମେନ୍ଦ୍ର । ରେଳ ଲାଇନ ସମ୍ପ୍ରସାରଣରେ ୧୫୦କୋଟି ଟଙ୍କା ବ୍ୟୟ ହୋଇଛି । ୨୦୨୨ ମାର୍ଚ୍ଚ ସୁଦ୍ଧା ଦଲପଲ୍ଲା ଯାଏ ସମ୍ପ୍ରସାରଣ ପାଇଁ ଲକ୍ଷ୍ୟ ରହିଛି । ଏହା ସହ ୨୦୨୩ ଡିସେମ୍ବର ସୁଦ୍ଧା ବଲାଙ୍ଗିର ଯାଏ ରେଳ ଲାଇନ ସମ୍ପ୍ରସାରଣ କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Get real time updates directly on you device, subscribe now.