fbpx

ଓଡ଼ିଶାରୁ ପଶ୍ଚିମବଙ୍ଗ ଗଲା ୧୦ଟି NDRF ଟିମ୍‌

୨୩/୫(ଓଡିଶା ଭାସ୍କର): ଓଡ଼ିଶାରୁ ପଶ୍ଚିମବଙ୍ଗ ପଠାଗଲା ୧୦ଟି NDRF ଟିମ୍‌। ଅମ୍ଫନ ପରବର୍ତ୍ତୀ ପୁନରୁଦ୍ଧାର ଓ ରିଲିଫରେ ଏହି ଟିମ ସହାୟତା କରିବେ । ଏନେଇ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏହା ସହ ୩୭୬ ଅଗ୍ନିଶମ ଓ ୧୨୪ ଓଡ୍ରାଫ କର୍ମଚାରୀ ବି ପଶ୍ଚିମବଙ୍ଗ ଯାଉଛନ୍ତି। କାଲି ସକାଳଠୁ ସମସ୍ତ ଟିମ୍‌ କାର୍ଯ୍ୟ ଆରମ୍ଭ କରିବା ନେଇ ସୂଚନା ମିଳିଛି।

Get real time updates directly on you device, subscribe now.