-
World 100,900,353
WorldConfirmed: 100,900,353Active: 25,788,750Recovered: 72,942,487Death: 2,169,116 -
USA 26,011,222
USAConfirmed: 26,011,222Active: 9,808,357Recovered: 15,767,413Death: 435,452 -
India 10,690,279
IndiaConfirmed: 10,690,279Active: 177,223Recovered: 10,359,305Death: 153,751 -
Brazil 8,936,590
BrazilConfirmed: 8,936,590Active: 919,017Recovered: 7,798,655Death: 218,918 -
Russia 3,774,672
RussiaConfirmed: 3,774,672Active: 501,113Recovered: 3,202,483Death: 71,076 -
UK 3,689,746
UKConfirmed: 3,689,746Active: 1,927,100Recovered: 1,662,484Death: 100,162 -
Italy 2,485,956
ItalyConfirmed: 2,485,956Active: 482,417Recovered: 1,917,117Death: 86,422 -
Turkey 2,442,350
TurkeyConfirmed: 2,442,350Active: 94,495Recovered: 2,322,511Death: 25,344 -
Germany 2,163,113
GermanyConfirmed: 2,163,113Active: 242,723Recovered: 1,866,000Death: 54,390 -
Pakistan 537,477
PakistanConfirmed: 537,477Active: 33,820Recovered: 492,207Death: 11,450 -
China 89,272
ChinaConfirmed: 89,272Active: 1,862Recovered: 82,774Death: 4,636
ବଲିଉଡର ମସହୂର ଗାୟିକା ନେହା କକ୍କର ସବୁବେଳେ କିଛି ନା କିଛି ବିଷୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । ତାଙ୍କ ଗୀତ ଲୋକମାନଙ୍କୁ ଝୁମିବାରେ ବାଧ୍ୟ କରାଇଥାଏ । ନିକଟରେ ନେହାଙ୍କ ନୂଆ ଗୀତ ରିଲିଜ ହୋଇଛି, ଯାହାକୁ ସେ ନିଜ ଭାଇର ଟୋନି କକ୍କରଙ୍କ ସହ ଗାଇଛନ୍ତି । ‘ଭେଗୀ ଭେଗୀ’ ଗୀତ ରିଲିଜ୍ ହେବା ପରେ ପରେ ନେହାଙ୍କୁ ସମାଲୋଚନାର ଶିକାର ହୋବାକୁ ପଡିଛି ।
ଏକ ସାକ୍ଷାତକାରରେ ଏନେଇ ନେହା ଏକ ବଡ ବୟାନ ଦେଇ କହିଛନ୍ତି ଯେ, ମୋତେ ଖରାପ ଲାଗେ । କିନ୍ତୁ ଖରାପ ଅନୁଭବ କରିବା ମୁଁ ପଛରେ ଛାଡି ଦେଇଆସିଛି । ଯେଉଁଲୋକମାନେ ମେ ବିଷୟରେ ଖରାପ ଲେଖୁଛନ୍ତି, ସେମାନେ ମୋତେ ନେଇ ଇର୍ଷା କରୁଛନ୍ତି । ନମ୍ବର ୱାନ୍ ଲୋକଙ୍କ ବିଷୟରେ ସର୍ବଦା ଲୋକମାନେ ଲେଖିବେ । ମୋତେ ଲାଗୁଛି ମୁଁ ନମ୍ବର ୱାନ୍, ଯେଉଁଥିପାଇଁ ଲୋକମାନେ ମୋ ବିଷୟରେ ଆଲୋଚନା କରୁଛନ୍ତି ଓ ଜଳୁଛନ୍ତି ।’
Comments are closed.