ନେହା କକ୍କରଙ୍କ ବଡ ବୟାନ୍, କହିଲେ-‘ମୁଁ ନମ୍ବର ୱାନ ବୋଲି ଲୋକେ ଇର୍ଷା କରୁଛନ୍ତି’

COVID-19 Updates
  • World 100,900,353
    World
    Confirmed: 100,900,353
    Active: 25,788,750
    Recovered: 72,942,487
    Death: 2,169,116
  • USA 26,011,222
    USA
    Confirmed: 26,011,222
    Active: 9,808,357
    Recovered: 15,767,413
    Death: 435,452
  • India 10,690,279
    India
    Confirmed: 10,690,279
    Active: 177,223
    Recovered: 10,359,305
    Death: 153,751
  • Brazil 8,936,590
    Brazil
    Confirmed: 8,936,590
    Active: 919,017
    Recovered: 7,798,655
    Death: 218,918
  • Russia 3,774,672
    Russia
    Confirmed: 3,774,672
    Active: 501,113
    Recovered: 3,202,483
    Death: 71,076
  • UK 3,689,746
    UK
    Confirmed: 3,689,746
    Active: 1,927,100
    Recovered: 1,662,484
    Death: 100,162
  • Italy 2,485,956
    Italy
    Confirmed: 2,485,956
    Active: 482,417
    Recovered: 1,917,117
    Death: 86,422
  • Turkey 2,442,350
    Turkey
    Confirmed: 2,442,350
    Active: 94,495
    Recovered: 2,322,511
    Death: 25,344
  • Germany 2,163,113
    Germany
    Confirmed: 2,163,113
    Active: 242,723
    Recovered: 1,866,000
    Death: 54,390
  • Pakistan 537,477
    Pakistan
    Confirmed: 537,477
    Active: 33,820
    Recovered: 492,207
    Death: 11,450
  • China 89,272
    China
    Confirmed: 89,272
    Active: 1,862
    Recovered: 82,774
    Death: 4,636

ବଲିଉଡର ମସହୂର ଗାୟିକା ନେହା କକ୍କର ସବୁବେଳେ କିଛି ନା କିଛି ବିଷୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । ତାଙ୍କ ଗୀତ ଲୋକମାନଙ୍କୁ ଝୁମିବାରେ ବାଧ୍ୟ କରାଇଥାଏ । ନିକଟରେ ନେହାଙ୍କ ନୂଆ ଗୀତ ରିଲିଜ ହୋଇଛି, ଯାହାକୁ ସେ ନିଜ ଭାଇର ଟୋନି କକ୍କରଙ୍କ ସହ ଗାଇଛନ୍ତି । ‘ଭେଗୀ ଭେଗୀ’ ଗୀତ ରିଲିଜ୍ ହେବା ପରେ ପରେ ନେହାଙ୍କୁ ସମାଲୋଚନାର ଶିକାର ହୋବାକୁ ପଡିଛି ।

ଏକ ସାକ୍ଷାତକାରରେ ଏନେଇ ନେହା ଏକ ବଡ ବୟାନ ଦେଇ କହିଛନ୍ତି ଯେ, ମୋତେ ଖରାପ ଲାଗେ । କିନ୍ତୁ ଖରାପ ଅନୁଭବ କରିବା ମୁଁ ପଛରେ ଛାଡି ଦେଇଆସିଛି । ଯେଉଁଲୋକମାନେ ମେ ବିଷୟରେ ଖରାପ ଲେଖୁଛନ୍ତି, ସେମାନେ ମୋତେ ନେଇ ଇର୍ଷା କରୁଛନ୍ତି । ନମ୍ବର ୱାନ୍ ଲୋକଙ୍କ ବିଷୟରେ ସର୍ବଦା ଲୋକମାନେ ଲେଖିବେ । ମୋତେ ଲାଗୁଛି ମୁଁ ନମ୍ବର ୱାନ୍, ଯେଉଁଥିପାଇଁ ଲୋକମାନେ ମୋ ବିଷୟରେ ଆଲୋଚନା କରୁଛନ୍ତି ଓ ଜଳୁଛନ୍ତି ।’

Get real time updates directly on you device, subscribe now.

Comments are closed.