fbpx

ପର୍ସରେ ଅଶ୍ଲୀଳ ଫଟୋ ରଖନ୍ତୁ ନାହିଁ, ଜୀବନ ହୋଇଯିବ ବର୍ବାଦ

ଅର୍ଥ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ଶାସ୍ତ୍ରରେ ଅନେକ ନିୟମ ଉଲ୍ଲେଖ ରହିଛି । ଏହି ନିୟମକୁ ମାନି ଚଳିଲେ ଜଣକର ଜୀବନରେ କେବେ ବି ଅର୍ଥ ସମସ୍ୟା ରହିବ ନାହିଁ । ସାଧାରଣତଃ ସମସ୍ତଙ୍କ ପାଖରେ ପର୍ସ ଥାଏ । ଆପଣ ଜାଣନ୍ତି କି ପର୍ସ ସହିତ ଆମର ଆର୍ଥିକ ସମସ୍ୟା ଜଡ଼ିତ ରହିଥାଏ । ପର୍ସରେ ଏପରି କିଛି ଜିନିଷ ରଖିବା ଫଳରେ ଆମର ଜୀବନରେ ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ:-

– ପର୍ସରେ କୌଣସି ବିଲ୍, ଟିକେଟ୍, ରସିଦ୍ ଆଦି ରଖିବା ଅନୁଚିତ । କିଛି ଲୋକ ପର୍ସରେ ଚାବି ରଖିଥାନ୍ତି, ଏହାକୁ ଅଶୁଭ ମାନାଯାଏ । ଏହି ଚାବିକୁକୁ ପଇସାଠାରୁ ଅଲଗା ରଖିବା ଉଚିତ । ପର୍ସରେ କେବେ କୌଣସି ଅଶ୍ଲୀଳ ଫଟୋ ବା ପଦାର୍ଥ ରଖନ୍ତୁ ନାହିଁ, ଏହା ଦ୍ୱାରା ଜୀବନରେ ନକାରାତ୍ମକ ବୃଦ୍ଧି ପାଇଥାଏ । ପର୍ସରେ ମୃତ ବ୍ୟକ୍ତିଙ୍କ ଫଟୋ ରଖିବା ଅଶୁଭ କୁହାଯାଏ ।

Get real time updates directly on you device, subscribe now.