fbpx
BSKY
BJD MC SKY
BJD YOUTH SKY

ଦୋକାନୀଙ୍କ ପାଇଁ ନୂଆ କଟକଣା

ଗଞ୍ଜାମ,୭/୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାର ଅଧିକ ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳୁଛି। ଏନେଇ ସେଠାକାର ଦୋକାନୀଙ୍କ ପାଇଁ ନୂଆ କଟକଣା ଲାଗୁ ହୋଇଛି। ଏଣିକି କୋରୋନା ନିୟମ ଭାଙ୍ଗିଲେ ତଣ୍ଡ ଗଣିବେ ଦୋକାନୀ। ପ୍ରଥମ ଥର ନିୟମ ଭାଙ୍ଗିଲେ ୫ ହଜାର ଟଙ୍କା ଫାଇନ୍‌ ଦେବେ । ଏହା ସହ ୧୫ ଦିନ ପାଇଁ ଦୋକାନ ସିଲ୍‌ କରିବ ପ୍ରଶାସନ। ଦ୍ବିତୀୟ ଥର ପାଇଁ ମାମଲା ରୁଜୁ ସହ ମାସେ ଦୋକାନ ବନ୍ଦ ରହିବ ।

Get real time updates directly on you device, subscribe now.