fbpx

ଭିଜିଲାନ୍ସ ଜାଲରେ ପୌର ନିର୍ବାହୀ ଅଧିକାରୀ

ଦେବଗଡ଼, ୭/୭(ଓଡ଼ିଶା ଭାସ୍କର):  ଭିଜିଲାନ୍ସ ଜାଲରେ ପଡିଛନ୍ତି ଦେବଗଡ଼ ପୌର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ତାଙ୍କର ୪ଟି ସ୍ଥାନରେ ରେଡ୍ ପଡିଥିବା ସୂଚନା ରହିିଛି। ଦେବଗଡ଼ର ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ ହୋଇଛି। ଏଥି ସହିତ ଝାରସୁଗୁଡ଼ାରେ ଶ୍ୱଶୁର ଘର ଓ ପୈତୃକ ଘରେ ବି ଭିଜିଲାନ୍ସ ରେଡ୍ ପକାଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.