fbpx

ଚୀନର ଧୋକା ପରେ ନିଜର କମାଲ ଦେଖାଇଲେ ଭାରତୀୟ ବୈଜ୍ଞାନିକ

ସବୁବେଳେ ନକଲି ମାଲ୍ ବିକ୍ରି କରୁଥିବା ଚୀନ୍ ନିଜର କରୋନା ସଙ୍କଟରେ ବି ନିଜର ଅଭ୍ୟାସ ବଦଳୁନାହିଁ । ଏହାରି ମଧ୍ୟରେ କରୋନା ଟେଷ୍ଟ ପାଇଁ ଚୀନରୁ ଆସିଥିବା କିଟ୍ ଗୁଡିକ ମଧ୍ୟ ଖରାପ ପଡିଛି । କିନ୍ତୁ ଚୀନର ଧୋକା ପରେ କିଛି କମାଲ୍ କରି ଦେଖିିଛନ୍ତି ଭାରତୀୟ ବୈଜ୍ଞାନିକ । ଆଇଆଇଟି ଦିଲ୍ଲୀ ଆରଟି-ପିସିଆର କିଟ୍ ପ୍ରସ୍ତୁତ କରିଛି, ଯାହାକୁ ଯାଞ୍ଚ କରିବା ପରେ ଆଇସିଏମଆର ବି ସବୁଜ ସଙ୍କେତ ଦେଇସାରିଛି । ଏବେ ଏହି କିଟ୍ ସାହାର୍ଯ୍ୟରେ ଦେଶରେ କରୋନା ରୋଗୀଙ୍କ ଟେଷ୍ଟ ହେବ । ତେବେ ଏହି କିଟ୍ ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ । ଆଇଆଇଟି ଦିଲ୍ଲୀ ଏନେଇ ୨ଟି କମ୍ପାନୀ ସହ କଥା ହୋଇସାରିଛି । ବହୁତ କମ୍ ଟଙ୍କା ଓ ସଠିକ୍ ପ୍ରଣାଳୀରେ ଏହି କିଟ୍ ମାଧ୍ୟମରେ ପରୀକ୍ଷା ହେବ ।

 

Get real time updates directly on you device, subscribe now.