fbpx

ମେଷରୁ କନ୍ୟା ରାଶି ପର୍ଯ୍ୟନ୍ତ କିପରି ରହିବ ୨୦୨୩ ମସିହା;ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଆଜି ହେଉଛି ନୂତନ ବର୍ଷ ୨୦୨୩ ମସିହାର ଆରମ୍ବ । ଯାହାକୁ ସାରା ଦେଶରେ ଖୁବ୍ ଧୁମଧାମର ସହ ପାଳନ କରାଯାଉଛି । କିଏ ଆଜି ପରିବାର ସହ ବୁଲିବାକୁ ଯାଉଛି ତ ଆଉ କିଏ ସାଙଅଗସାଥିଙ୍କ ସହ ଏହାକୁ ଖୁସିରେ ରପାଳନ କରୁଛି ô ତେବେ ଏହି ନୂତନ ବର୍ଷଟି କାହା ପାଇଁ କେମିତି ରହିବ , ତାହା ଜାଣିବାକୁ ସମସ୍ତେ ଚାହାଁନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ରରେ ଏହି ବିଷୟରେ ଉଲ୍ଲେଖ ରହିଛି । ଶାସ୍ତ୍ର ଅନୁସାରେ ୨୦୨୩ ମସିହାର ପ୍ରରମ୍ଭରେ ଶନି ଗ୍ହ ନିରଜ ରାଶିର ପରିବର୍ତ୍ତନ କରୁଥିବା ବେଳେ ଅନ୍ୟ ଗ୍ରହମାନେ ମଧ୍ୟ ସେମାନଙ୍କ ରାଶି ଏବଂ ଗତି ପରିବର୍ତ୍ତନ କରିବେ । ଫଳରେ ଏହା ସମସ୍ତ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ । ଯାହାଫଳରେ କେଉଁ ରାଶି ପାଇଁ ଏହା ଶୁଭ ଫଳ ପ୍ରଦାନ କରିବ ତ ଆଉ କେଉଁ ରାଶିର ବ୍ୟକ୍ତିମାନେ ଅନେକ ମସସ୍ୟା ଦେଇ ଗତି କରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ୨୦୨୩ ମସିହା କାହା ପାଇଁ କିପରି ରହିବ ।

ମେଷ:ଜ୍ୟୋତିଷ ଶାସ୍ତ୍ର ୍ନୁସାରେ ୨୦୨୩ ମସିହା ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ମଙ୍ଗଳ ମୟ ରହିବ । ଏହି ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ହୋଇଥିବାରୁ ଏହା ସେମାନଙ୍କୁ ଉସ୍ତାହ ଏବଂ ସାହା ପ୍ରଦାନ କରିବ । ଫଳରେ ୨୦୨୩ ମସିହାରେ ଏହି ରାଶିର ବ୍ୟକ୍ତିମାନେ କର୍ମ କ୍ଷେତ୍ରରେ ସଫଳତା ହାସଲ କରିବା ସହ ନୂତନ କ୍ଷେତ୍ରରେ ଲାଭବାନ ହେବେ । ୨୦୨୩ ମସିହାରେ କିଛି ପାରିବାରିକ ସମସ୍ୟା ଦେଖାଦେଇପାରେ । ଏତିସହିତ ବିଦ୍ୟାର୍ଥାମୀନଙ୍ର ପାଇଁ ବର୍ଷଟି ମିଶାମିଶି ଫଳ ପ୍ରଦାନ କରିବ ।
ପ୍ରତିକାର: ମେଷ ରାଶିର ବ୍ୟକ୍ତିମାନେ ନୂତନ ବର୍ଷରେ ଚିନ୍ତା ଏବଂ ସମସ୍ୟାରୁ ଦୂରେଇ ରହିବା ପାଇଁ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ଏବଂ ବଦରଙ୍ଗ ବାଣ ପାଠ କରନ୍ତୁ ।

ବୃଷ: ଶାସ୍ତ୍ର ଅନୁସାରେ ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ନୂତନ ବର୍ଷର ଆରମ୍ବ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ସମସ୍ତ କ୍ଷେତ୍ରରେ ସଫଳତା ମିଳିବା ସହ ନୂତନ ଚାକିରୀର ମଧ୍ୟ ଯୋଗ ରହିଛି । ସେହିପରି ବାଣିଜ୍ୟ ବ୍ୟସାୟ କରୁଥିବା ବ୍ୟକ୍ତିମାନେ ଚଳିତ ବର୍ଷ ଲାଭବାନ ହେବେ । କିନ୍ତୁ ପରକିବାର ପାଇଁ ଏହି ବର୍ଷର ଆରମ୍ଭ ଟିକେ ପ୍ରତିକୂଳ ରହିବ । କିନ୍ତୁ ଏପ୍ରିଲମାସ ଆରମ୍ଭରି ଏତିରେ ସୁଧାର ହେବ । ଏତତ୍ ବ୍ୟତୀତ ବର୍ଷ ମଠିରେ ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦେଖାଦେଇପାରେ ସେଥିପାଇଁ ଟିକେ ସତର୍କ ଏବଂ ସାବଧାନ ରିବା ଆବଶ୍ୟକ । ବିଦ୍ୟାର୍ଥୀମାନଙ୍କୁ ଏହି ବର୍ଷର ଏପ୍ରିଲ ପରେ ଶୁଭ ଫଳ ପ୍ରାପ୍ତି ହେବାର ଯୋଗ ରହିଛି ।
ପ୍ରତିକାର:ବୃଷ ରାଶିର ବ୍ୟକ୍ତିମାନେ ଚଳିତ ବର୍ଷ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପ୍ରତ୍ୟେକ ଶୁକ୍ରବାର କିଛି କନ୍ୟାଙ୍କୁ ଧଳାରଙ୍ଗର କିଛି ମିଠା ଏବଂ ଚାଉଳ ଖିରୀ ଖାଇବାକୁ ଦିଅନ୍ତୁ ।

ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମିଥୁନ ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ବୁଧ । ଫଳରେ ଚଳିତ ବର୍ଷ ଏହି ରାଶିର ବ୍ୟକ୍ତିମାନଙ୍କୁ ମିଶାମିଶି ଫଳ ପ୍ରାପ୍ତି ହେବ । ତେବେ ମିଥୁନ ରାଶିରର ବ୍ୟକ୍ତିମାନଙ୍କୁ କ୍ୟାରୀୟରରେ ସେଫଳତା ମିଳିବ । ସେହିପରି ଜୁନ୍ ମାସରୁ ନଭେମ୍ବର ମାସ ଯାଏଁ ପ୍ରତ୍ୟେକ କ୍ଷେତ୍ରରେ ସାବଧାନତାର ସହ ରହିବାକୁ ପଡିବ । କାରମ ଏହି ସମୟ ମଧ୍ୟରେ କର୍ମ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ । ସେହିପରି ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ନୂତନ ବର୍ଷ ଭଲ ରହିବ । ତେବେ ବିଦ୍ୟାର୍ଥୀମାନଙ୍କ ପାଇଁ ଚଳିତ ବର୍ଷ ଶିଭ ଫଳ ପ୍ରଦାନ କରିବ ।
ପ୍ରତିକାର: ମିଥିନ ରାଶିର ବ୍ୟକ୍ତିମାନେ ନୂତନ ବର୍ଷରେ ଚିନ୍ତାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଭଗବାନ ଗଣେଶଙ୍କ ଉପାସନା କରନ୍ତୁ । ଏଥିସହି ସୋସାଳାରେ ଖାଦ୍ୟ ଦାନ କରନ୍ତୁ ।

କର୍କଟ: କର୍କଟ ରାଶିର ବ୍ୟକ୍ତିମାନଙଅକ ପାଇଁ ଚଳିତ ବର୍ଷ ଉତ୍ତମ ଫଳ ଦେବ ନାହିଁ । ତେବେ ଏହି ରାଶିର ବ୍ୟକ୍ତିମାନେ ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ନଚେତ୍ ଏହା ଆପଣଙ୍କୁ ବିପଦରେ ପକାଇପାରେ । ତେବେ ପରିବାରରେ ସମସ୍ୟା ଲାଗି ରହିବାର ସମ୍ଭାବନା ରହିଛି ।ଏଥିସିହତ ବିଦ୍ୟାର୍ଥୀମାନେ ମଧ୍ୟ ଚଳିତ ବର୍ଷ ନିଜର ପାଠପଢା ପ୍ରତି ବିିଶେଷ ଧ୍ୟାନ ଦେବାକୁ ପଡିବ ।
ପ୍ରତିକାର: ତେବେ ଆପଣ ଏହିସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଣତିଲେ ଭଗବାନ ଶିବଙ୍କ ଜଳାଭିଷେକ କରାଇବା ସହ ପ୍ରତ୍ୟେକ ମଙ୍ଗଳବାର ହନୁମାନ ଚାଲିଶା ଫଟ କରନ୍ତୁ ।

ସିଂହ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଚଳିତ ବର୍ଷ ଅନେକ ଶୁଭ ଫଳ ପ୍ରଦାନ କରିବ । ବେପାର ବାଣିଜ୍ୟରେ ଲାଭ ହେବା ସହ ଚାକିରୀ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ । ତେବେ ବିଦ୍ୟାର୍ଥୀମାନଙ୍କ ପାଇଁ ଚଳିତ ବର୍ଷ ଶୁଭ ଫଳ ପ୍ରଦାନ କରିବ । ଏତତ୍ ବ୍ୟତୀତ ପରିବାରରେ ବେଳେ ବେଳେ ସମସ୍ୟା ଦେଖା ଦେବ । ଜୀବନସାଥି ସହ ସାମଯସ୍ୟ ରକ୍ଷା କରନ୍ତୁ ।
ପ୍ରତିକାର: ସିଂହ ରାଶିର ବ୍ୟକ୍ତିମାନେ ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଏଥିସହିତ ପ୍ରତ୍ୟେକ ରବିବାର ସୂର୍ଯ୍ୟ ପୂଜା କରନ୍ତୁ ।

କନ୍ୟା: କନ୍ୟା ରାଶିର ବ୍ୟକତ୍ିମାନଙ୍କ ପାଇଁ ଚଳିତ ବର୍ଷ ୍ନେକ ଶୁଭ ଫଳ ପ୍ରଦାନ କରିବ । ବେପାର ବାଣିଜ୍ୟରେ ଲାଭ ହେବା ସହ ଚାକିରୀ କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ । ତେବେ ଚଳିତ ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ପରିବାରରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେବ । ଏହାପରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ । ଏତତ୍ ବ୍ୟତୀତ ଯେଉଁ ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ମୂଳକ ପର୍ରିା ପାଇଁ ପ୍ରସ୍ତୁତି କରୁଛନ୍ତି ଲେମାନଙ୍କ ।ପଇଁ ଛଲିତ ବର୍ଷ ଅନ୍ୟନ୍ତ ଶୁଭ ହେବ ।
ପ୍ରତିକାର: ତେବେ ଏହି ରାଶିର ବୟକ୍ତିମାନେ ଗଣେଶ ଭଗବାନଙ୍କୁ ପୂଜା କରିବା ସହ ତାଙ୍କୁ ଦୂବ ଅର୍ପଣ କରନ୍ତୁ ।

Get real time updates directly on you device, subscribe now.